ଫ୍ୟାକ୍ଟ ଚେକ୍: ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ଏଟିଏମରୁ ୫୦୦ ଟଙ୍କିଆ ବନ୍ଦ୍ ଦାବିରେ ନାହିଁ କୌଣସି ସତ୍ୟତା
ନୂଆବର୍ଷର ଆରମ୍ଭ ସହ ଜାନୁଆରୀ ୧ରୁ ଆମ ଦେଶରେ ବଦଳିଯିବ ଅନେକ ଆର୍ଥିକ ନିୟମ । ଏଲପିଜି ଠାରୁ ବ୍ୟାଙ୍କ ନିୟମ, ବେତନ, ପେନସନ୍ ଯାଏଁ ଅନେକ ବଡ ବଡ ପରିବର୍ତ୍ତନ ହେବ । ପ୍ରସାରିତ ଖବର ଅନୁଯାୟୀ ଜାନୁଆରୀ ୧ରୁ ଆପଣଙ୍କ ପ୍ୟାନ୍ କାର୍ଡ ଆଉ କାମ ନକରିପାରେ । ଡିଆକ୍ଟିଭ ହୋଇଯାଇପାରେ । ଯାହାଦ୍ୱାରା ଆପଣ ଆଇଟିଆର ରିଫଣ୍ଡ, ରସିଦ୍ ଓ ବିଭିନ୍ନ ବ୍ୟାଙ୍କିଙ୍ଗ୍ ସୁବିଧା ପାଇପାରିବେ ନାହିଁ । ୨୦୨୬ରେ ନୂଆ କାର୍ କିଣିବାକୁ ପ୍ଲାନ୍ କରିଛନ୍ତି କି ? ତାହେଲେ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । କାରଣ ୨୦୨୬ ଜାନୁଆରୀରୁ ଅଟୋ ମୋବାଇଲ କମ୍ପାନୀଗୁଡିକ ନିଜର କାର୍ ଦାମ୍ ବଢାଇବାକୁ ଚିନ୍ତା କରୁଛନ୍ତି । ନୂଆବର୍ଷର ପ୍ରଥମ ଦିନକୁ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀମାନେ ଅତି ଉତ୍ସାହର ସହ ଅପେକ୍ଷା କରିଛନ୍ତି । କାରଣ ସରକାର ୨୦୨୬ ଜାନୁଆରୀ ୧ରୁ ଅଷ୍ଟମ ବେତନ କମିସନ ଲାଗୁ କରିପାରନ୍ତି । ଇତିମଧ୍ୟରେ ଏକ ଗ୍ରାଫିକ୍ସ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଗ୍ରାଫିକ୍ସରେ ଆରବିଆଇର ଲୋଗୋ ଥିବା ବେଳେ ପଛପଟେ କିଛି ୫୦୦ ଟଙ୍କିଆ ନୋଟ୍ ଥିବାର ଦେଖୁବାକୁ ମିଳିଛି । ସାମ୍ନାରେ ବଡ଼ବଡ଼ ଅକ୍ଷରରେ ଉଲ୍ଲେଖ ରହିଛି ମାର୍ଚ୍ଚ ୨୦୨୬ ସୁଦ୍ଧା ସମସ୍ତ ଏଟିଏମରୁ ବନ୍ଦ୍ ହୋଇଯିବ ୫୦୦ ଟଙ୍କିଆ ନୋଟ୍ । କିଛି ୟୁଜର୍ସ ତାଙ୍କ ପୋଷ୍ଟ ଗୁଡିକ ଡିଲିଟ କରିଦେଇଥିବା ବେଳେ ଭାଇରଏଲ ଗ୍ରାଫିକ୍ସର ଏକ ସ୍କ୍ରୀନସଟ ତଳେ ଉପଲବ୍ଧ ରହିଛି I ଉକ୍ତ ଗ୍ରାଫିକ୍ସ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ସରକାର ଏବଂ ଆରବିଆଇ ଉପରକୁ ଅସନ୍ତୋଷ ଝାଡିଛନ୍ତି ଜନସାଧାରଣ । ଜଣେ ୟୁଜର୍ସ ଉକ୍ତ ଗ୍ରାଫିକ୍ସ ସେୟାର କରି ପଚାରିଛନ୍ତି, କେହି କହିପରିବେକି ଘଟଣାରେ କେତେ ସତ୍ୟତା ରହିଛି ? Bankers Is this true? Any idea? Why? pic.twitter.com/ct0bPMPe3L — Nitin Tyagi (@iNitinTyagi) January 2, 2026 ସତ୍ୟାସତ୍ୟ: ଦାବିରେ ନାହିଁ କୌଣସି ସତ୍ୟତା । ଚଳିତ ବର୍ଷ ଏଭଳି କୌଣସି ଗାଇଡଲାଇନ ଆଣି ନାହାଁନ୍ତି ଆରବିଆଇ କର୍ତ୍ତୃପକ୍ଷ । ଦାବିର ସତ୍ୟତା ଜାଣିବାକୁ ଯାଇ ଆମେ ଏନେଇ ସର୍ଚ୍ଚ କରିଥିଲୁ । ସର୍ଚ୍ଚରୁ ଦାବିରେ କୌଣସି ସତ୍ୟତା ଥିବାର ପାଇନଥିଲୁ । ଯଦି ଏଭଳି କୌଣସି ବଡ଼ ପଦକ୍ଷେପ ଆରବିଆଇ ନେଇ ଥାନ୍ତା ତେବେ ନିଶ୍ଚିତଭାବେ କୌଣସି ନା କୌଣସି ଗଣମାଧ୍ୟମ ପ୍ରସାରିତ କିମ୍ବା ପ୍ରକାଶିତ କରିଥାନ୍ତେ । ଏନେଇ ଆରବିଆଇ ର ୱେବସାଇଟ ୱେବ ଅଫିସିଆଲ ସୋସିଆଲ ମିଡିଆ ସାଇଟ ଦେଖିଥିଲୁ । ସେଠାରେ ମଧ୍ୟ ଏନେଇ କୌଣସି ସୂଚନା ପାଇନଥିଲୁ । ଭାଇରାଲ ଗ୍ରାଫିକ୍ସକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଭାରତ ସରକାରଙ୍କ ଫ୍ୟାକ୍ଟଚେକ୍ ଅନୁଷ୍ଠାନ ପିଆଇବି ଉକ୍ତ ଗ୍ରାଫିକ୍ସକୁ ନିଜ ସୋସିଆଲ ମିଡିଆରେ ସେୟାର କରିଥିଵାର ଦେଖିବାକୁ ମିଳିଛି । ୨ ଜାନୁଆରୀ ୨୦୨୬ରେ ପିଆଇବି ଉକ୍ତ ଗ୍ରାଫିକ୍ସ ସେୟାର କରି ଉଲ୍ଲେଖ କରିଛି, ଏହି ଦାବିରେ ନାହିଁ କୌଣସି ସତ୍ୟତା, ଆରବିଆଇ ପକ୍ଷରୁ ଏଭଳି କୌଣସି ଘୋଷଣା କରାଯାଇନାହିଁ । ପୁର୍ବ ଭଳି ୫୦୦ ଟଙ୍କିଆ ନୋଟ୍ ଚାଲୁ ରହିବ । ପିଆଇବି ଯେଉଁ ଗ୍ରାଫିକ୍ସ ସେୟାର କରିଛି ତାହା ଉପରେ ଏକ ଫେକ୍ ଷ୍ଟାମ୍ପ ମରାଯାଇଥିବାର ଦେଖିବାକୁ ମିଳିଛି । RBI to stop ₹500 notes from ATMs by March 2026❓ Some social media posts claim that the Reserve Bank of India will discontinue the circulation of ₹500 notes by March 2026. #PIBFactCheck : ❌This claim is #fake ! ✅ @RBI has made NO such announcement. ✅ ₹500 notes have… pic.twitter.com/F0Y3t0wHSf — PIB Fact Check (@PIBFactCheck) January 2, 2026 ଉକ୍ତ ଘଟଣା ନେଇ କନକ ନିୟୁଜ ଏକ ବିସ୍ତୃତ ଖବର ପ୍ରସାରିତ କରିଥିବାର ଦେଖିବାକୁ ମିଳିଛି । ଯେଉଁଥିରେ ଉଲ୍ଲେଖ ରହିଛି, ସୋସିଆଲ ମିଡିଆରେ ଏକ ମେସେଜ୍ ଭାଇରାଲ ହେଉଛି ଯେ, ଚଳିତ ବର୍ଷ ମାର୍ଚ୍ଚ ମାସରୁ ୫୦୦ ଟଙ୍କିଆ ନୋଟ ବନ୍ଦ କରିଦେବେ ସରକାର । ନୋଟ୍ ବନ୍ଦ ହେବା ନେଇ ସରକାରଙ୍କ ତରଫରୁ ସ୍ପଷ୍ଟ କରାଯାଇଛି। ସରକାରି ସଂସ୍ଥା PIB ତରଫରୁ ସୋସିଆଲ ମିଡିଆ ଏକ୍ସରେ ଏହି ମସେଜ୍ କୁ ଖଣ୍ଡନ କରାଯାଇଛି । PIB ତରଫରୁ କୁହାଯାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ ଆସନ୍ତା ମାର୍ଚ୍ଚ ୨୦୨୬ ସୁଦ୍ଧା ୫୦୦ ଟଙ୍କିଆ ନୋଟ୍କୁ ବନ୍ଦ କରିବାର କୌଣସି ଘୋଷଣା କରାଯାଇନି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ମେସେଜ୍ ସମ୍ପୂର୍ଣ୍ଣ ମିଛ । ଏହି ଭାଇରାଲ ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଏହା କେବଳ ଏକ ଗୁଜବ। ସରକାରଙ୍କ ପକ୍ଷରୁ ବାରମ୍ବାର ସ୍ପଷ୍ଟ କରାଯାଇଛି ଯେ, ୫୦୦ ଟଙ୍କିଆ ନୋଟ୍ ବନ୍ଦ କରିବାର କୌଣସି ଯୋଜନା ବର୍ତ୍ତମାନ ନାହିଁ । ଅନ୍ୟପଟେ ଆଉକିଛି ଗଣମାଧ୍ୟମ ମଧ୍ୟ ଉକ୍ତ ଖବରକୁ ପ୍ରସାରିତ କରିଥିଵାର ଦେଖିବାକୁ ମିଳିଛି । ଯାହାର ଲିଙ୍କ୍ ଏଠାରେ ଏବଂ ଏଠାରେ ଉଲ୍ଲେଖ ରହିଛି । ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ମାର୍ଚ୍ଚ ସୁଦ୍ଧା ଏଟିଏମରୁ ୫୦୦ ଟଙ୍କିଆ ନୋଟ୍ ବନ୍ଦ ହୋଇଯିବା ସୂଚନାଟି ସମ୍ପୂର୍ଣ୍ଣ ଫେକ୍ ଅଟେ ।
WhatsApp Trading Scam: వాట్సాప్ ట్రేడింగ్ మోసంలో హైదరాబాద్ యువకుడికి ₹1.71 కోట్ల నష్టం
లాభాల స్క్రీన్షాట్లతో నకిలీ గ్రూపుల వలపన్ను’ పేరిట భారీ మొత్తం అడిగి విత్డ్రావల్ నిలిపివేత
ଫ୍ୟାକ୍ଟ ଚେକ୍: ଇଲେକ୍ଟ୍ରି ଗାଡ଼ି ବିସ୍ପୋରଣ ହେଉଥିବା ଭିଡିଓଟି ଚାଇନାର ଅଟେ, ଇନ୍ଦୋର ସହ ନାହିଁ କୌଣସି ସମ୍ପର୍କ
ପ୍ରଦୂଷଣ କମାଇବାକୁ ସରକାର ପେଟ୍ରୋଲ ଏବଂ ଡିଜେଲ ଚାଳିତ ଗାଡ଼ିଗୁଡିକ ବ୍ୟବହାର ନ କରିବାକୁ ପରାମର୍ଶ ଦେଉଛନ୍ତି । ଏହା ସହ ଅଧିକରୁ ଅଧିକ ମାତ୍ରାରେ ଇଲେକ୍ଟ୍ରି ଚାଳିତ ଗାଡ଼ି ବ୍ୟବହାର କରିବାକୁ ପରାମର୍ଶ ଦେଉଛନ୍ତି ସରକାର । ହେଲେ ବିଭିନ୍ନ ସମୟରେ ଇଲେକ୍ଟ୍ରି ଗାଡ଼ି ବିସ୍ଫୋରଣ ଘଟୁଥିବାର ଦେଖିବାକୁ ମିଳିଛି, ଯାହାକି ଉଭୟ ଗ୍ରାହକ ଏବଂ ବିକ୍ରେତାଙ୍କୁ ହରଡ଼ଗଣାରେ ପକାଇଛି । ପୁରୀଜିଲ୍ଲା କୋଣାର୍କ ଥାନା ଅଧିନ କୋଣାର୍କ ଏନଏସି ମାଧିପୁର ଛକ ନିକଟରେ ଥିବା ଏକ ଇଭି ଗାଡ଼ି ସୋ’ ରୁମରେ ଗତବର୍ଷ ଅକ୍ଟୋବରରେ ଅଗ୍ନିକାଣ୍ଡ ଘଟିଥିଲା ଚାହୁଁଚାହୁଁ ସୋରୁମଟି ଭସ୍ମୀଭୂତ ହୋଇଯାଇଥିଲା । ସେହିପରି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନୂଆଁ ସାହି ଇଭି ବାଇକ୍ ବ୍ୟାଟେରୀ ଚାର୍ଜରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଘର ଭିତରୁ ୩ଟି ପରିବାରର ୧୧ ଜଣ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ। ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଏକ ଚାରିଚକିଆ ଯାନ ପାର୍କିଂଗ ହୋଇଥିବାର ଦେଖିବାକୁ ମିଳିଛି । କିଛି ସମୟ ପରେ ଗାଡ଼ିରୁ ଧୂଆଁ ବାହାରୁଥିବାର ଦେଖିବାକୁ ମିଳିଛି । ଧୂଆଁ ବହୁ ମାତ୍ରାରେ ବଢ଼ିବଢ଼ି ଶେଷକୁ ଗାଡ଼ିଟି ବିସ୍ପୋରଣ ହୋଇଥିବାର ଉକ୍ତ ଭିଡିଓରେ ଦେଖାଯାଇଛି । ତେବେ ଉକ୍ତ ଘଟଣାଟି ଇନ୍ଦୋରର ବୋଲି ଦାବି କରିଛନ୍ତି ୟୁଜର୍ସ, ଇନ୍ଦୋରର ଏକ ପାର୍କିଂଗ ସ୍ଥଳୀରେ ଏକ ଇଭି ଗାଡ଼ିର ବ୍ୟାଟେରିରେ ସଟସର୍କିଟ ଘଟି ଏଭଳି ଅଗ୍ନିକାଣ୍ଡ ଘଟିଥିବାର କିଛି ଗଣମାଧ୍ୟମ ମଧ୍ୟ ଖବର ପ୍ରକାଶ କରିଥିଵାର ଦେଖିବାକୁ ମିଳିଛି । ଯାହାର ଆର୍କଆଇଭ ଲିଙ୍କ୍ ଏଠାରେ ଏବଂ ଏକ ସ୍କ୍ରିନ ସଟ ତଳେ ଉପଲବ୍ଧ ରହିଛି । ସତ୍ୟାସତ୍ୟ: ଦାବିରେ ନାହିଁ କୌଣସି ସତ୍ୟତା । ନିକଟ ଦିନରେ ଇନ୍ଦୋରରେ ଏଭଳି କୌଣସି ଇଭି ଗାଡ଼ିର ଅଗ୍ନିକାଣ୍ଡ ଘଟିନାହିଁ । ଭାଇରାଲ ଭିଡିଓଟି ଚାଇନାର ଅଟେ, ଇନ୍ଦୋର ସହ ଉକ୍ତ ଭିଡିଓର କୌଣସି ସମ୍ପର୍କ ନାହିଁ । ଦାବିର ସତ୍ୟତା ଜାଣିବାକୁ ଯାଇ ଉକ୍ତ କିୱାର୍ଡ ଅନୁସନ୍ଧାନ କରିବାରୁ କିଛି ଗଣମାଧ୍ୟମରେ ପ୍ରସାରିତ ଖବର ହସ୍ତଗତ ହୋଇଥିଲା । ହେଲେ ଭାଇରାଲ ଭିଡିଓର କୌଣସି ଦୃଶ୍ୟ କୌଣସି ଗଣମାଧ୍ୟମରେ ପ୍ରସାରିତ ହୋଇଥିବାର ପାଇନଥିଲୁ । ଭାଇରାଲ ଭିଡିଓକୁ ଯଦି ଆପଣ ଭଲଭାବେ ଅନୁଧ୍ୟାନ କରି ଦେଖିବେ ଭିଡିଓରେ ଚାଇନିଜ ଭାଷାରେ କିଛି କେହି କହୁଥିବାର ଶୁଣିବାକୁ ମିଳିଛି । ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ ଉକ୍ତ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ ଇନସ୍ଟାଗ୍ରାମରେ ପ୍ରସାରିତ ହୋଇଥିବା ଏକ ଭିଡିଓ ହସ୍ତଗତ ହୋଇଥିଲା । ଯେଉଁଥିରେ ଉଲ୍ଲେଖ ରହିଛି ଚାଇନାର ଇଲେକ୍ଟ୍ରି ଗାଡ଼ିରେ ବିସ୍ପୋରଣ । ଫେଇଫାନ ଇଆର୬ ମଡେଲ ଗାଡ଼ିରେ ଘଟିଛି ଏଭଳି ବିସ୍ପୋରଣ । ଅଧିକ ତଦନ୍ତ କରିବାକୁ ଯାଇ ଯେତେବେଳେ ଆମେ ଉକ୍ତ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିଥିଲୁ । କିଛି ଗଣମାଧ୍ୟମରେ ପ୍ରସାରିତ ହୋଇଥିବାର କିଛି ଲିଙ୍କ୍ ହସ୍ତଗତ ହୋଇଥିଲା । ଇ ଭେଇକିଲ ଇନଫୋ ନାମକ ଏକ ଡିଜିଟାଲ ମିଡିଆରେ ଏନେଇ ଏକ ବିଶୃତ ଖବର ପ୍ରସାରିତ ହୋଇଥିବାର ଦେଖିବାକୁ ମିଳିଛି । ପ୍ରସାରିତ ଖବର ଅନୁଯାୟୀ, ଭିଡିଓରେ ଥିବା କାରଟି ହେଉଛି Feifan (Rising) ER6, ଏକ ଚାଇନିଜ୍ ଇଲେକ୍ଟ୍ରିକ୍ ସେଡାନ୍ ।ଫୁଟେଜ୍ ଟି ନିକଟସ୍ଥ ଏକ କୋଠାରୁ ରେକର୍ଡ କରାଯାଇଛି। ଏଥିରେ କାରଟି ଏକ ସଂକୀର୍ଣ୍ଣ ଲେନ୍ରେ ପାର୍କିଂ ହୋଇଥିବା ଦେଖାଯାଉଛି, ବ୍ୟାଟେରୀ ଅଞ୍ଚଳରୁ ଘନ କଳା ଧୂଆଁ ବାହାରୁଛି। କିଛି ସେକେଣ୍ଡ ମଧ୍ୟରେ, ଧୂଆଁ ବୃଦ୍ଧି ପାଏ ଏବଂ କାରଟି ଜୋରରେ ବିସ୍ଫୋରଣ ହୁଏ, ଯାହା ଫଳରେ ଯନ୍ତ୍ରପାତି ଉଡ଼ିଯାଏ ଏବଂ ପାଖରେ ଥିବା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସେହିପରି ନିୟୁଜ ନେକ୍ସଟ ଆପଲ ନାମକ ଚାଇନାର ଏକ ସ୍ଥାନୀୟ ଗଣମାଧ୍ୟମ ସମାନ ସୂଚନା ପ୍ରସାରଣ କରିଥିଵାର ଦେଖିବାକୁ ମିଳିଛି । ପ୍ରସାରିତ ଖବରରେ ଭାଇରାଲ ଭିଡିଓର ଅଂଶ ପ୍ରସାରିତ ହୋଇଥିବାର ମଧ୍ୟ ଦେଖିବାକୁ ମିଳିଛି । ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ଭିଡିଓଟି ଚାଇନାର ଅଟେ, ଇନ୍ଦୋର ସହ ଉକ୍ତ ଭିଡିଓର କୌଣସି ସମ୍ପର୍କ ନାହିଁ ।
కంటికి రెప్పలా కాపాడే తన బాడీగార్డ్ పైనే చేయి చేసుకున్న రేవంత్ రెడ్డి #RevanthReddy #bodyguard
kims hospital founder chairman |బొల్లినేని కృష్ణయ్య అందజేత
kims hospital founder chairman | బొల్లినేని కృష్ణయ్య అందజేత హైదరాబాద్ :
Mass Director |బోయపాటికి డేట్స్ ఇచ్చే హీరో ఎవరు..?
Mass Director | బోయపాటికి డేట్స్ ఇచ్చే హీరో ఎవరు..? ఆంధ్రప్రభ వెబ్
Bhimgal |ముత్యాలను కలిసిన సర్పంచుల ఫోరం
Bhimgal | ముత్యాలను కలిసిన సర్పంచుల ఫోరం Bhimgal | భీమ్గల్ టౌన్
Multi specialty |కారేపల్లిలో వైద్య శిభిరం ఏర్పాటు …
Multi specialty | కారేపల్లిలో వైద్య శిభిరం ఏర్పాటు … Multi specialty
Development |డ్రైనేజి సమస్య పరిష్కార పై కృషి
Development | డ్రైనేజి సమస్య పరిష్కార పై కృషి Development | భీమ్గల్
Sand Reach |నాగిరెడ్డిపల్లి ఇసుక రీచ్ వద్ద ఉద్రిక్తత….
Sand Reach | నాగిరెడ్డిపల్లి ఇసుక రీచ్ వద్ద ఉద్రిక్తత…. Sand Reach
Civil Supply |హమాలీ సంఘానికి తీరని లోటు
Civil Supply | హమాలీ సంఘానికి తీరని లోటు Civil Supply |
Rs.5 crore |రూ.5 కోట్లు మంజూరు…
Rs.5 crore | రూ.5 కోట్లు మంజూరు… Rs.5 crore | ఆర్మూర్
100 percent |సంక్షేమ పథకాలు ప్రతి గడపకు వివరించండి
100 percent | సంక్షేమ పథకాలు ప్రతి గడపకు వివరించండి 100 percent
Development |గ్రామాల అభివృద్ధిలో సర్పంచులది కీలక పాత్ర…
Development | గ్రామాల అభివృద్ధిలో సర్పంచులది కీలక పాత్ర… Development | చిట్యాల,
Outsourcing |కార్మికుల కార్యవర్గం ఎన్నిక
Outsourcing | కార్మికుల కార్యవర్గం ఎన్నిక Outsourcing | భీంగల్ టౌన్, ఆంధ్రప్రభ
2026 Stars |ఒకటి కాదు.. రెండు అంటున్న స్టార్స్..
2026 Stars | ఒకటి కాదు.. రెండు అంటున్న స్టార్స్.. Star Heroes
RTC Driver |చిట్యాల వాసికి ఎమ్మెల్యే సన్మానం…
RTC Driver | చిట్యాల వాసికి ఎమ్మెల్యే సన్మానం… RTC Driver |
RTC depot |మున్సిపాలిటీ సుందరీకరణ లక్ష్యం
RTC depot | మున్సిపాలిటీ సుందరీకరణ లక్ష్యం RTC depot | మోత్కూర్,
సత్యసాయి బాబాని గురువుగా భావించిన మదురో #Venezuela #Maduro #SathyaSaiBaba #Spiritual
Sports | Sports |క్రీడలు శారీరక దృఢత్వంతో పాటు….
Sports | Sports | క్రీడలు శారీరక దృఢత్వంతో పాటు…. Sports |
Special drive |మైనర్లు వాహనాలు నడిపితే కఠిన చర్యలు
Special drive | మైనర్లు వాహనాలు నడిపితే కఠిన చర్యలు Special drive
MLA | Rs. 13 crore |కాంగ్రెస్ జెండా ఎగురవేయాలి
MLA | Rs. 13 crore | కాంగ్రెస్ జెండా ఎగురవేయాలి MLA
Prabhas |రాజాసాబ్కు అన్యాయమా..?
Prabhas | రాజాసాబ్కు అన్యాయమా..? Prabhas | ఆంధ్రప్రభ వెబ్ డెస్క్ :
Carden Search |నందికొట్కూర్ పట్టణంలో కార్డెన్ సర్చ్..
Carden Search | నందికొట్కూర్ పట్టణంలో కార్డెన్ సర్చ్.. Carden Search |
సంక్రాంతి వెళ్లే వారికి సజ్జనార్ సూచనలివే
హైదరాబాద్ నగర వాసులకు పోలీసు కమిషనర్ సజ్జనార్ పలు సూచనలు చేశారు
Godavari River |గోదావరిలో ప్రమాదవశాత్తు పడి ఒక్కరి మృతి
Godavari River | గోదావరిలో ప్రమాదవశాత్తు పడి ఒక్కరి మృతి Godavari River
BRS : టార్గెట్ హరీశ్... కానీ బద్నాం అయ్యేది మాత్రం బీఆర్ఎస్.. ఇదేంది కవితక్కా
తెలంగాణ జాగృతి అధ్యక్షురాలు కల్వకుంట్ల కవిత బీఆర్ఎస్ కు పెద్ద అడ్డుగా మారారు
Bhuvanagiri |రేకుల షేడ్ నిర్మాణానికి దాతల వితరణ
Bhuvanagiri | రేకుల షేడ్ నిర్మాణానికి దాతల వితరణ Bhuvanagiri | మోత్కూర్,
Narsimhulapet |రైతులకు కొరత లేకుండా యూరియా సరఫరా
Narsimhulapet | రైతులకు కొరత లేకుండా యూరియా సరఫరా Narsimhulapet | నర్సింహులపేట,
Nakrekal |శివ భక్తమండలి ఆధ్వర్యంలో సన్మానం
Nakrekal | శివ భక్తమండలి ఆధ్వర్యంలో సన్మానం Nakrekal | నకిరేకల్, ఆంధ్ర
AP | ధనుర్మాసం ప్రీతికరమైనది AP | గంపలగూడెం, ఆంధ్రప్రభ : శ్రీ
Police |ప్రతీ ఒకరు హెల్మెట్ ధరించాలి : ఎస్ఐ
Police | ప్రతీ ఒకరు హెల్మెట్ ధరించాలి : ఎస్ఐ Police |
Venezuela : మదురోకు అండగా కిమ్.. అమెరికాకు స్ట్రాంగ్ వార్నింగ్
వెనెజులాపై దాడిని ఉత్తరకొరియా అధ్యక్షుడు కిమ్ ఖండించారు
Srikakulam |రోడ్డు ప్రమాదంలో ఇద్దరు మహిళలు మృతి
Srikakulam | రోడ్డు ప్రమాదంలో ఇద్దరు మహిళలు మృతి Srikakulam | సోంపేట(శ్రీకాకుళం),
Tribal Welfare |మంత్రి అడ్లూరికి ఆహ్వానం.
Tribal Welfare | మంత్రి అడ్లూరికి ఆహ్వానం. Tribal Welfare | దండేపల్లి,
HYD |ప్రియుడితో కలిసి భర్తను హతమార్చిన భార్య..
HYD | ప్రియుడితో కలిసి భర్తను హతమార్చిన భార్య.. HYD | హైదరాబాద్,
Chairman |క్రీడాకారుల సంక్షేమమే ధ్యేయం
Chairman | క్రీడాకారుల సంక్షేమమే ధ్యేయం Chairman | ఎన్టీఆర్ బ్యూరో, ఆంధ్రప్రభ
Trump Warning |పద్ధతి మార్చుకోకపోతే వెనెజువెలా పరిస్థితి
Trump Warning | పద్ధతి మార్చుకోకపోతే వెనెజువెలా పరిస్థితి Trump Warning |
Anjaneyulu Goud |సీసీ రహదారులు నిర్మించాలని ఎంపీ డీకేఅరుణకు వినతి
Anjaneyulu Goud | సీసీ రహదారులు నిర్మించాలని ఎంపీ డీకేఅరుణకు వినతి Anjaneyulu
Thorrur |కాంగ్రెస్ ప్రభుత్వంలోనే మునిసిపాలిటీ అభివృద్ధి
Thorrur | కాంగ్రెస్ ప్రభుత్వంలోనే మునిసిపాలిటీ అభివృద్ధి Thorrur | తొర్రూరు, ఆంధ్రప్రభ
Gannavaram |అభివృద్ధియే నా అజెండా..
Gannavaram | అభివృద్ధియే నా అజెండా.. Gannavaram | గన్నవరం, ఆంధ్రప్రభ :
జగిత్యాల జిల్లా మేడపల్లిలో రోడ్డు ప్రమాదం #Accident #Jagityala #Police #HighwayCrash
Narasaraopeta | 1100 సేవలను వినియోగించుకోండి..
Narasaraopeta | 1100 సేవలను వినియోగించుకోండి.. Narasaraopeta | నరసరావుపేట, ఆంధ్రప్రభ :
Durgi | యువకుడి మృతదేహం లభ్యం Durgi | దుర్గి, ఆంధ్రప్రభ :
Mancherial |ముదిరాజ్ కమ్యూనిటీ హాల్ కు సహకరించాలి
Mancherial | ముదిరాజ్ కమ్యూనిటీ హాల్ కు సహకరించాలి Mancherial | మంచిర్యాల
కొత్తగూడెంలో కేటీఆర్ పర్యటనను విజయ వంతం చెయ్యాలి
జనవరి 4 (జనం సాక్షి):ఈ నెల 7న భద్రాద్రి జిల్లా కొత్తగూడెంలో జరిగే కేటీఆర్ సభను విజయవంతం …
ఆశా కార్యకర్త పై చర్యలు తీసుకోవాలి
చెన్నారావుపేట, జనవరి 4 (జనం సాక్షి): చెన్నారావుపేట ఎంపీడీవో, ప్రాథమిక ఆరోగ్య కేంద్రం వైద్యాధికారికి …
Dead | వెబ్డెస్క్, ఆంధ్రప్రభ : మేడ్చల్ జిల్లా కూకట్పల్లి పరిధిలో హైదర్
గ్రామ ప్రజలకు మెరుగైన వైద్య సేవలు అందించడమే లక్ష్యం
చెన్నారావుపేట, జనవరి 4 (జనం సాక్షి): నర్సంపేట లయన్స్ క్లబ్ గ్లోరీ అధ్యక్షులు మోతె సమ్మిరెడ్డి… గ్రామ సర్పంచ్ ననుమాస …
Former ZPTC |నిర్వీర్యం చేస్తున్న ప్రభుత్వం..
Former ZPTC | ఊట్కూర్, ఆంధ్రప్రభ : మహాత్మా గాంధీ జాతీయ గ్రామీణ
Vikarabad |సమస్యల పరిష్కారంలో ముందుండాలి
Vikarabad | సమస్యల పరిష్కారంలో ముందుండాలి Vikarabad | వికారాబాద్, జనవరి 4
فیکٹ چیک: ہند-بنگلہ دیش سرحد پر ترنگے کی بے ادبی کی تصویر مصنوعی ذہانت سے تیار کی گئی ہے
سوشل میڈیا پر وائرل تصویر میں دعویٰ ہے کہ بنگلہ دیشی عوام سرحد پر بھارتی پرچم کی بے ادبی کررہے ہیں، مگر تحقیق سے ثابت ہوا کہ یہ تصویر اے آئی سے تیار کی گئی ہے
Markook |మల్లన్న సాగర్ బాధితులకు న్యాయం చేయాలి..
Markook | మల్లన్న సాగర్ బాధితులకు న్యాయం చేయాలి.. Markook | మర్కుక్,
scheme |మోసం జరగక ముందే మేల్కొనండి!
scheme | మోసం జరగక ముందే మేల్కొనండి! scheme | భీమ్గల్ టౌన్,
Minister |పదేళ్లలో పేదోడికి గూడు ఇవ్వని దౌర్భాగ్య ప్రభుత్వం!
Minister | పదేళ్లలో పేదోడికి గూడు ఇవ్వని దౌర్భాగ్య ప్రభుత్వం! Minister |
Rice crop planting |యాసంగి పంటలకు సిద్ధమవుతున్న రైతన్నలు
Rice crop planting | నిజాంపేట, ఆంధ్రప్రభ : మండల వ్యాప్తంగా రైతులు
Million People |అమెరికా బాటలో కెనడా
Million People | అమెరికా బాటలో కెనడా Million People | వెబ్
Helping |స్నేహితుడి కుటుంబానికి ఆర్థిక సాయం
Helping | కమ్మర్ పల్లి, ఆంధ్రప్రభ : కమ్మర్ పల్లి మండలంలోని ఉప్లూర్
Erravalli |వ్యవసాయ క్షేత్రాన్ని ముట్టడించిన కాంగ్రెస్ నాయకులు
Erravalli | వెబ్ డెస్క్, ఆంధ్రప్రభ : బీఆర్ ఎస్ అధ్యక్షుడు, ప్రతిపక్ష
Festival |ఘనంగా ధనుర్మాసం పూజలు
Festival | నాగాయలంక, ఆంధ్రప్రభ : నాగాయలంకలోని శ్రీ వేణుగోపాల స్వామి వారి
Award |బెస్ట్ టీచర్కు అవార్డు
Award | నాగాయలంక, ఆంధ్రప్రభ : నాగాయలంక జెడ్పీపాఠశాలలో ఇంగ్లీషు ఉపాధ్యాయురాలిగా పనిచేస్తున్న
Punishment |రోడ్డుపై నడిపించుకుంటూ..
Punishment | రోడ్డుపై నడిపించుకుంటూ.. Punishment | ఆంధ్రప్రభ, కృష్ణా బ్యూరో :
Rally | యోగాతో ప్రశాంతత.. Rally | మచిలీపట్నం, ఆంధ్రప్రభ : ప్రతి
కేరళలో భారీ అగ్నిప్రమాదం #FireAccident #Kerala #Thrissur #RailwayStation #FireAccident
Christian leaders |పాస్టర్ల ముసుగులో రాజకీయం వద్దు
Christian leaders | పాస్టర్ల ముసుగులో రాజకీయం వద్దు Christian leaders |
Avanigadda |భక్తుల భాగస్వామ్యం శుభ పరిణామం
Avanigadda | భక్తుల భాగస్వామ్యం శుభ పరిణామం Avanigadda | అవనిగడ్డ, ఆంధ్రప్రభ
Hyderabad : హైదరాబాద్ లో పెరిగిన వీధికుక్కల బెడద..చిన్నారులపై దాడులు
Hyderabad : హైదరాబాద్ లో పెరిగిన వీధికుక్కలు బెడద..చిన్నారులపై దాడులు
MLA | కోటి అంచనా నిధులతో… MLA | వైరా, ఆంధ్రప్రభ :
Gudivada |రౌడీ షీటర్లకు కౌన్సెలింగ్
Gudivada | రౌడీ షీటర్లకు కౌన్సెలింగ్ Gudivada | గుడివాడ, ఆంధ్రప్రభ :
Andhraprabha |సమాజంలో ఆంధ్రప్రభకు సుస్థిర స్థానం…
Andhraprabha | సమాజంలో ఆంధ్రప్రభకు సుస్థిర స్థానం… Andhraprabha | భూపాలపల్లి, ఆంధ్రప్రభ
RTC |బస్సు సమస్యలు పరిష్కరించాలి
RTC | బస్సు సమస్యలు పరిష్కరించాలి RTC | చౌటుప్పల్, ఆంధ్రప్రభ :
Bikkanuru |ప్రజలకు, ప్రభుత్వానికి వారధి ఆంధ్రప్రభ….
Bikkanuru | ప్రజలకు, ప్రభుత్వానికి వారధి ఆంధ్రప్రభ…. Bikkanuru | బిక్కనూర్, ఆంధ్రప్రభ
భోగాపురం ఎయిర్పోర్ట్ ప్రారంభం మొదటి కమర్షియల్ టెస్ట్ ఫ్లైట్ ల్యాండ్ #BhogapuramAirport #Aviation
Bhogapuram : తొలి విమానం దిగింది.. పూర్తి స్థాయిలో ఎప్పుడంటే?
విజయనగరం జిల్లా భోగాపురం ఎయిర్ పోర్టుకు తొలి విమానం చేరుకుంది
వైకల్యం శరీరానికే తప్ప ప్రతిభకు కాదు #telugupost #physicallychallenged #handicapped #talent #viral
Rs. 22 lakh |చేవెళ్ల మున్సిపల్ అభివృద్ధికి కృషి చేస్తా
Rs. 22 lakh | చేవెళ్ల మున్సిపల్ అభివృద్ధికి కృషి చేస్తా Rs.
New President |వెనెజువెలా అధ్యక్షురాలిగా డెల్సీ
New President | వెనెజువెలా అధ్యక్షురాలిగా డెల్సీ New President | వెబ్
Venezuela : అరెస్ట్ తర్వాత మదురో నోటి నుంచి వచ్చిన మాటలివే
అమెరికా అరెస్ట్ చేసిన తర్వాత వెనిజులా అధ్యక్షుడు మదురో తొలిసారి మాట్లాడిన వీడియో సోషల్ మీడియాలో వైరల్ అవుతోంది
BRS | Harish Rao |ఆ పాపం కాంగ్రెస్దే!
BRS | Harish Rao | ఆ పాపం కాంగ్రెస్దే! BRS |
Harish Rao : చీమునెత్తురున్నోడివైతే... మనిషివైతే రాజనామా చేయ్.. రేవంత్ కు హరీశ్ సవాల్
పాలమూరు - రంగారెడ్డి ఎత్తిపోతల పథకాన్ని నీరు గార్చింది రేవంత్ రెడ్డి మాత్రమేనని హరీశ్ రావు అన్నారు
Temple |శ్రీరాఘవుడి సేవలో డైరెక్టర్ తేజ
Temple | శ్రీరాఘవుడి సేవలో డైరెక్టర్ తేజ Temple | మంత్రాలయం, ఆంధ్రప్రభ
CMRF | CMRF చెక్కు పంపిణీ CMRF | తంగళ్ళపల్లి, ఆంధ్రప్రభ :
Hetero drugs |డాక్టర్ బండికి శుభాకాంక్షలు తెలిపిన కొండపల్లి
Hetero drugs | డాక్టర్ బండికి శుభాకాంక్షలు తెలిపిన కొండపల్లి Hetero drugs
బైక్ లపై వచ్చి ఇంట్లో ఉన్న విద్యార్థిని కిడ్నాప్ చేసిన దుండగులు #mangalagiri #kidnapping #student
4JanCaroon |ఆంధ్రప్రభలో నేటి కార్టూన్ ఔరా
4JanCaroon | ఆంధ్రప్రభలో నేటి కార్టూన్ ఔరా click here for more
కేజీ చికెన్ ధర ఎంతంటే? #ChickenPriceHike #HyderabadMarkets #MeatPrices #MarketUpdate
ఆకాశంలో అద్భుతమైన సూపర్మూన్ #telugupost #supermoon #viralvideo #latestnews
Machilipatnam |ముస్తాబు కిట్లు పంపిణీ..
Machilipatnam | ముస్తాబు కిట్లు పంపిణీ.. Machilipatnam | మచిలీపట్నం, ఆంధ్రప్రభ :
Electricity Bills |పేదల మేలు కోసం..
Electricity Bills | పేదల మేలు కోసం.. Electricity Bills | ఆంధ్రప్రభ
Viral poster |సందీప్ స్టైల్ లో దిల్ దియా పోస్టర్..
Viral poster | సందీప్ స్టైల్ లో దిల్ దియా పోస్టర్.. Viral

16 C